ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ ଜୀବିତ କରିବାର ଶକ୍ତି ଯୀଶୁଙ୍କ ପାଖରେ ଅଛି
-
ଯେତେବେଳେ ଆମର କେହି ଆତ୍ମୀୟ ମରିଯାʼନ୍ତି, ଆମକୁ ବହୁତ ଦୁଃଖ ଲାଗେ। ଏହାର ଅର୍ଥ ନୁହେଁ ଯେ ଆମଠାରେ ପୁନରୁତ୍ଥାନ ଉପରେ ବିଶ୍ୱାସର ଅଭାବ ରହିଛି (ଆଦି ୨୩:୨)
-
ଯଦି ଆମେ ବାଇବଲରେ ଲିଖିତ ପୁନରୁତ୍ଥାନର ଘଟଣାଗୁଡ଼ିକ ଉପରେ ଚିନ୍ତନ କରିବା, ତେବେ ମରିଯାଇଥିବା ଲୋକମାନଙ୍କୁ ନିଶ୍ଚୟ ଜୀବିତ କରାଯିବ ବୋଲି ଆମର ବିଶ୍ୱାସ ଆହୁରି ମଜବୁତ୍ ହେବ
ଯେଉଁମାନେ ଆଜି ମରିଯାଇଛନ୍ତି, ସେମାନଙ୍କ ମଧ୍ୟରୁ ଆପଣ କାହାକୁ ଭେଟିବା ପାଇଁ ଅପେକ୍ଷା କରିଛନ୍ତି?
ଯେତେବେଳେ ଆପଣ ତାଙ୍କୁ ଭେଟିବେ, ସେହି ମୁହୂର୍ତ୍ତ ବିଷୟରେ ଟିକେ ଭାବି ଦେଖନ୍ତୁ। ଆପଣ ନିଜ ମନର ଆଖିରେ କିଭଳି ଦୃଶ୍ୟ ଦେଖୁଛନ୍ତି?