इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୨୭-୨୮

ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସେମାନଙ୍କୁ ଶିଷ୍ୟ କରନ୍ତୁ—କାହିଁକି, କେଉଁଠି ଏବଂ କିପରି ?

ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସେମାନଙ୍କୁ ଶିଷ୍ୟ କରନ୍ତୁ—କାହିଁକି, କେଉଁଠି ଏବଂ କିପରି ?

୨୮:୧୮-୨୦

କାହିଁକି? ଏହି ଆଜ୍ଞା ଯୀଶୁ ଖ୍ରୀଷ୍ଟ ଦେଇଛନ୍ତି, ଯାହାଙ୍କୁ ଯିହୋବାଙ୍କ ତରଫରୁ ବହୁତ ବଡ଼ ଅଧିକାର ମିଳିଛି

କେଉଁଠି? ଆମକୁ “ସମସ୍ତ ଜାତିର ଲୋକଙ୍କୁ” ଶିଷ୍ୟ କରିବାକୁ ହେବ

ଯୀଶୁଙ୍କ ଆଜ୍ଞାଗୁଡ଼ିକୁ ପାଳନ କରିବା ପାଇଁ ଆମକୁ ଲୋକମାନଙ୍କୁ ଶିଖାଇବାକୁ ହେବ ଏବଂ ଏହି କାମ ଆମକୁ ଲଗାତାର କରିବାକୁ ହେବ

  • ଆମେ ଲୋକମାନଙ୍କୁ ଯୀଶୁଙ୍କ ଆଜ୍ଞାଗୁଡ଼ିକ ବିଷୟରେ କିପରି ଶିଖାଉ?

  • ଆମେ ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯୀଶୁଙ୍କ ଶିକ୍ଷାଗୁଡ଼ିକୁ ଲାଗୁ କରିବା କିପରି ଶିଖାଉ?

  • ଆମେ ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ଯୀଶୁଙ୍କୁ ଅନୁକରଣ କରିବା କିପରି ଶିଖାଉ?