୨୨-୨୮ ଜାନୁୟାରୀ
ମାର୍କ ୧୩-୧୪
ଗୀତ ୩୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ମଣିଷ ଭୟର ଫାନ୍ଦରୁ ଦୂରେଇ ରହନ୍ତୁ”: (୧୦ ମି.)
ମାର୍କ ୧୪:୨୯, ୩୧—ଶିଷ୍ୟମାନେ ପ୍ରକୃତରେ ଯୀଶୁଙ୍କୁ ଅସ୍ୱୀକାର କରିବାକୁ ଚାହୁଁ ନ ଥିଲେ
ମାର୍କ ୧୪:୫୦—ଯେତେବେଳେ ଯୀଶୁଙ୍କୁ ବନ୍ଦୀ କରାଗଲା, ସେତେବେଳେ ସମସ୍ତ ଶିଷ୍ୟମାନେ ତାହାଙ୍କୁ ଛାଡ଼ି ପଳାଇଗଲେ
ମାର୍କ ୧୪:୪୭, ୫୪, ୬୬-୭୨—ପିତର ସାହସର ସହିତ ଯୀଶୁଙ୍କ ପକ୍ଷ ନେଲେ ଏବଂ କିଛି ଦୂରରେ ରହି ତାହାଙ୍କ ପଛେ ପଛେ ଗଲେ। କିନ୍ତୁ, ପରେ ସେ ତିନି ଥର ଯୀଶୁଙ୍କୁ ଅସ୍ୱୀକାର କଲେ [ବିଶ୍ୱାସର ଅନୁକାରୀ (ହିନ୍ଦୀ) ୨୦୦ ¶୧୪; ଇନସାଇଟ୍-୨ ୬୧୯ ¶୬]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ମାର୍କ ୧୪:୫୧, ୫୨—ଫୁଙ୍ଗା ବା ଖାଲି ଦେହରେ ପଳାଇ ଯାଇଥିବା ଯୁବା ଜଣକ ହୁଏତ କିଏ ଥିଲେ? (ପ୍ର୦୮-ହି ୨/୧୫ ୩୦ ¶୬)
ମାର୍କ ୧୪:୬୦-୬୨—ଯୀଶୁ ହୁଏତ କେଉଁ କାରଣରୁ ମହାଯାଜକଙ୍କ ପ୍ରଶ୍ନର ଉତ୍ତର ଦେଇଥିବେ? [ଯୀଶୁ ହିଁ ପଥ (ଇଂରାଜୀ) ୨୮୭ ¶୪]
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ମାର୍କ ୧୪:୪୩-୫୯
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଘରମାଲିକଙ୍କୁ ସଭାକୁ ନିମନ୍ତ୍ରଣ କରନ୍ତୁ।
ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) କୌଣସି ପଦ ବାଛନ୍ତୁ ଏବଂ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ୧୮୧-୧୮୨ ¶୧୭-୧୮
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୧୭
“ଯିହୋବା ଆପଣଙ୍କୁ ସାହସ ଦେବେ”: (୧୫ ମି.) ଆଲୋଚନା। ଭିଡିଓ (ହିନ୍ଦୀ) ଦେଖାନ୍ତୁ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୯ ¶୫-୮
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୧୧ ଏବଂ ପ୍ରାର୍ଥନା