୭-୧୩ ମେ
ମାର୍କ ୭-୮
ଗୀତ ୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆପଣା ଯାତନାର କାଠଖୁଣ୍ଟ ଘେନି ମୋହର ଅନୁଗମନ କର”: (୧୦ ମି.)
ମାର୍କ ୮:୩୪—ଖ୍ରୀଷ୍ଟଙ୍କର ଅନୁଗମନ କରିବା ପାଇଁ ଆମକୁ ନିଜକୁ ଅସ୍ୱୀକାର କରିବାକୁ ହେବ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ; ପ୍ର୯୨-ହି ୧୧/୧ ୧୭ ¶୧୪)
ମାର୍କ ୮:୩୫-୩୭—ଯୀଶୁ ଏପରି ଦୁଇଟି ପ୍ରଶ୍ନ କଲେ, ଯାହା ଉପରେ ଚିନ୍ତନ କରିବା ଦ୍ୱାରା ଆମେ ଜାଣିପାରୁ ଯେ ଜୀବନରେ କେଉଁ କଥାଗୁଡ଼ିକୁ ପ୍ରଥମ ସ୍ଥାନ ଦେବା ଉଚିତ୍ (ପ୍ର୦୮-ହି ୧୦/୧୫ ୨୫-୨୬ ¶୩-୪)
ମାର୍କ ୮:୩୮—ଖ୍ରୀଷ୍ଟଙ୍କର ଅନୁଗମନ କରିବା ପାଇଁ ସାହସ ଆବଶ୍ୟକ ହୁଏ [ଯୀଶୁ ହିଁ ପଥ (ଇଂରାଜୀ) ୧୪୩ ¶୪]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ମାର୍କ ୭:୫-୮—ଫାରୂଶୀମାନଙ୍କ ପାଇଁ ହାତ ଧୋଇବା କାହିଁକି ଏକ ଆଲୋଚନାର ବିଷୟ ହୋଇଯାଇଥିଲା? (ପ୍ର୧୬.୦୮-ହି ୩୦ ୧-୪)
ମାର୍କ ୭:୩୨-୩୫—ଯୀଶୁ ବଧିର ଲୋକଟିକୁ ଯେଭଳି ବ୍ୟବହାର ଦେଖାଇଲେ, ସେଥିରୁ ଆମେ କʼଣ ଶିଖୁ? (ପ୍ର୦୦-ହି ୨/୧୫ ୧୭-୧୮ ¶୯-୧୧)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ମାର୍କ ୭:୧-୧୫
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ୧୬୫-୧୬୬ ¶୬-୭
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୭
ମଣ୍ଡଳୀର ଆବଶ୍ୟକତା: (୫ ମି.)
“ନିଜ ପିଲାଙ୍କୁ ଯୀଶୁଙ୍କର ଅନୁଗମନ କରିବା ଶିଖାନ୍ତୁ”: (୧୦ ମି.) ଆଲୋଚନା।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୮ ¶୧-୩
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୩୫ ଏବଂ ପ୍ରାର୍ଥନା