इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରଚାର କରିବାର ନମୁନା

ପ୍ରଚାର କରିବାର ନମୁନା

●○○ ପ୍ରଥମ ସାକ୍ଷାତ

ପ୍ରଶ୍ନ: ଆମେ କିପରି ଜାଣିପାରିବା ଯେ ଭବିଷ୍ୟତରେ ଆମର କʼଣ ହେବ?

ପଦ: ଯିଶା ୪୬:୧୦

ଆର ଥରକୁ: ଆଜି ବାଇବଲର କେଉଁ କେଉଁ ଭବିଷ୍ୟତବାଣୀ ପୂରଣ ହେଉଛି?

○●○ ପ୍ରଥମ ପୁନଃସାକ୍ଷାତ

ପ୍ରଶ୍ନ: ଆଜି ବାଇବଲର କେଉଁ କେଉଁ ଭବିଷ୍ୟତବାଣୀ ପୂରଣ ହେଉଛି?

ପଦ: ମାଥି ୨୪:୬, ୭, ୧୪

ଆର ଥରକୁ: “ଯୁଗାନ୍ତ” ପରେ କʼଣ ହେବ?

○○● ଦ୍ୱିତୀୟ ପୁନଃସାକ୍ଷାତ

ପ୍ରଶ୍ନ: “ଯୁଗାନ୍ତ” ପରେ କʼଣ ହେବ?

ପଦ: ପ୍ରକା ୨୧:୪

ଆର ଥରକୁ: ବାଇବଲର ଏଇ ଭବିଷ୍ୟତବାଣୀ କେଉଁଠି ପୂରଣ ହେବ?