इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୨-୩

ପିଲାମାନେ, ଆପଣ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ କରୁଛନ୍ତି କି ?

ପିଲାମାନେ, ଆପଣ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ କରୁଛନ୍ତି କି ?

ଯୀଶୁ ବାଲ୍ୟକାଳରୁ ହିଁ ଯିହୋବାଙ୍କ ବିଷୟରେ ଶିଖିବାକୁ ଭଲ ପାଉଥିଲେ ଏବଂ ସେ ନିଜ ପିତାମାତାଙ୍କର ଆଦର କରୁଥିଲେ।

ପିଲାମାନେ, ଆପଣ ଏସବୁ କ୍ଷେତ୍ରରେ ଯୀଶୁଙ୍କୁ କିପରି ଅନୁକରଣ କରିପାରିବେ?

  • ୨:୪୧, ୪୨

    ଯିହୋବାଙ୍କ ସେବା ସହ ଜଡ଼ିତ କାମ କରିବାରେ

  • ୨:୪୬, ୪୭

    ଯିହୋବାଙ୍କୁ ଭଲ ଭାବେ ଜାଣିବାରେ ଏବଂ ବାଇବଲର ଅଧ୍ୟୟନ କରିବାରେ

  • ୨:୫୧, ୫୨

    ନିଜ ପିତାମାତାଙ୍କର ଆଦର କରିବାରେ