ଯୀଶୁଙ୍କ ପରି ପ୍ରଲୋଭନକୁ ବିରୋଧ କରନ୍ତୁ
ଶୟତାନ ଆମ ହୃଦୟରେ ଭୁଲ୍ ଇଚ୍ଛାଗୁଡ଼ିକୁ ଜାଗ୍ରତ କରିବାକୁ ଚେଷ୍ଟା କରେ, କାରଣ ସେ ଚାହେଁ ଯେ ଯିହୋବାଙ୍କ ସହିତ ଆମ ସମ୍ପର୍କ ତୁଟିଯାଉ। ଏହା ପାଇଁ ସେ ପ୍ରତ୍ୟେକ ବ୍ୟକ୍ତିର ଦୁର୍ବଳତା ଓ ପରିସ୍ଥିତିକୁ ଦେଖି ଭିନ୍ନ ଭିନ୍ନ ଉପାୟ ଆପଣାଇଥାଏ।
ଶୟତାନର ତିନୋଟି ପ୍ରଲୋଭନକୁ ବିରୋଧ କରିବା ପାଇଁ ଯୀଶୁ କʼଣ ବ୍ୟବହାର କଲେ? (ଏବ୍ରୀ ୪:୧୨; ୧ଯୋହ ୨:୧୫, ୧୬) ମୁଁ କିପରି ଯୀଶୁଙ୍କୁ ଅନୁକରଣ କରିପାରିବି?