୪-୧୦ ଜୁନ୍
ମାର୍କ ୧୫-୧୬
ଗୀତ ୪୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯୀଶୁଙ୍କଠାରେ ଭବିଷ୍ୟତବାଣୀ ପୂରଣ ହେଲା”: (୧୦ ମି.)
ମାର୍କ ୧୫:୩-୫—ଯେତେବେଳେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରାଗଲା, ସେ ନୀରବ ରହିଲେ
ମାର୍କ ୧୫:୨୪, ୨୯, ୩୦—ତାହାଙ୍କ ବସ୍ତ୍ର ପାଇଁ ଗୁଲିବାଣ୍ଟ କରାଗଲା ଏବଂ ତାହାଙ୍କୁ ପରିହାସ କରାଗଲା (ଅଧ୍ୟୟନ ବାଇବଲ—ମାର୍କ ୧୫:୨୪, ୨୯ ଅଧ୍ୟୟନ ତଥ୍ୟ)
ମାର୍କ ୧୫:୪୩, ୪୬—ତାହାଙ୍କୁ ଧନୀମାନଙ୍କ ସହିତ କବର ଦିଆଗଲା (ଅଧ୍ୟୟନ ବାଇବଲ—ମାର୍କ ୧୫:୪୩ ଅଧ୍ୟୟନ ତଥ୍ୟ)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ମାର୍କ ୧୫:୨୫—ଯୀଶୁଙ୍କୁ କେତେବେଳେ କାଠଖୁଣ୍ଟରେ ଚଢ଼ାଗଲା, ସେବିଷୟରେ ସୁସମାଚାର ବହିଗୁଡ଼ିକରେ କାହିଁକି ଭିନ୍ନ ଭିନ୍ନ ସମୟ ଦିଆଯାଇଛି? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ମାର୍କ ୧୬:୮—ନୂତନ ଜଗତ ଅନୁବାଦର ସଂଶୋଧିତ ସଂସ୍କରଣରେ ମାର୍କ ୧୬ ଅଧ୍ୟାୟର ୯ରୁ ୨୦ ପଦ କାହିଁକି ଦିଆଯାଇ ନାହିଁ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ମାର୍କ ୧୫:୧-୧୫
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଯିହୋବାଙ୍କ ଇଚ୍ଛା ପାଠ ୨
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୩୧
“ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କରନ୍ତୁ”: (୧୫ ମି.) ଆଲୋଚନା। ଯିହୋବାଙ୍କ ନାମ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୦ ¶୧-୨
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୨୭ ଏବଂ ପ୍ରାର୍ଥନା