ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମୁଁ ଅପବ୍ୟୟୀ ପୁତ୍ର ଥିଲି
ମୁଁ ଅପବ୍ୟୟୀ ପୁତ୍ର ଥିଲି—ମେରୋସ୍ ୱିଲିୟମ୍ ସଣ୍ଡେଙ୍କ ଅନୁଭୂତିରୁ ନାମକ ଲେଖା ପଢ଼ନ୍ତୁ (ସଜା-ଇଂ ୧୨/୦୬ ୧୩-୧୫) ଏବଂ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ମେରୋସ୍ କିପରି ଧୀରେ ଧୀରେ ଯିହୋବାଙ୍କଠାରୁ ଦୂରେଇ ଗଲେ?
-
ଭାଇ ଓ ଭଉଣୀ ସଣ୍ଡେ ପିତାମାତା ଭାବେ ସେମାନଙ୍କ ଦାୟିତ୍ୱ କିପରି ତୁଲାଇଲେ?
-
ଏହି ଜୀବନ କାହାଣୀରୁ ଆପଣ କʼଣ ଶିଖିଲେ . . .
-
“ଧନୀ ହେବାକୁ ଇଚ୍ଛା” କରିବା ବିଷୟରେ (୧ତୀମ ୬:୯, ୧୦)?
-
କୁସଙ୍ଗତି ବିଷୟରେ?
-
ପ୍ରାର୍ଥନା କରିବା ବିଷୟରେ?
-
ଅନୁତାପ ଓ କ୍ଷମା ବିଷୟରେ?
-