ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ନିଷ୍ପକ୍ଷ ରହିବା କାହିଁକି ଜରୁରୀ ? (ମୀଖା ୪:୨
ଦୟାଳୁ ଶମିରୋଣୀୟର ଦୃଷ୍ଟାନ୍ତ ଆମକୁ ମନେ ପକାଇ ଦିଏ ଯେ ଯିହୋବା ମୁଖାପେକ୍ଷା କରନ୍ତି ନାହିଁ ଏବଂ ସେ ଚାହାନ୍ତି ଯେ ଆମେ “ସମସ୍ତଙ୍କର ମଙ୍ଗଳ କରୁ”—ଅର୍ଥାତ୍ ଏପରି ଲୋକମାନଙ୍କ ସହିତ ମଧ୍ୟ, ଯେଉଁମାନେ ଭିନ୍ନ ଭିନ୍ନ ଜାତି, ଭାଷା, ବର୍ଣ୍ଣ କିମ୍ବା ଧର୍ମର ଏବଂ ସମାଜର ଭିନ୍ନ ଭିନ୍ନ ସ୍ତରର ହୋଇଥାʼନ୍ତି ।—ଗାଲା ୬:୧୦; ପ୍ରେରି ୧୦:୩୪.
ନିଷ୍ପକ୍ଷ ରହିବା କାହିଁକି ଜରୁରୀ? (ମୀଖା ୪:୨) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଆମେ କିପରି ଜାଣୁ ଯେ ମୀଖା ୪:୨ ପଦରେ ଲିଖିତ କଥା ଆଜି ଈଶ୍ୱରଙ୍କ ସେବକମାନଙ୍କ ସହିତ ଘଟୁଛି?
-
ନିଷ୍ପକ୍ଷ ରହିବାର ଅର୍ଥ କʼଣ ଏବଂ ଏହା କାହିଁକି ଜରୁରୀ?
-
ପ୍ରକାଶିତ ବାକ୍ୟ ୧୩:୧୬, ୧୭ ପଦରୁ କିପରି ଜଣାପଡ଼େ ଯେ ଆଜିର ରାଜନୈତିକ ବ୍ୟବସ୍ଥା ଆମ ଚିନ୍ତାଧାରା ଓ କାମଗୁଡ଼ିକୁ ପ୍ରଭାବିତ କରୁଛି?