୨-୮ ଜୁଲାଇ
ଲୂକ ୬-୭
ଗୀତ ୨୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଉଦାରତାର ସହିତ ଦାନ କରନ୍ତୁ”: (୧୦ ମି.)
ଲୂକ ୬:୩୭—ଯଦି ଆମେ ଅନ୍ୟମାନଙ୍କୁ କ୍ଷମା କରିବା, ତେବେ ଲୋକେ ଆମକୁ ମଧ୍ୟ କ୍ଷମା କରିବେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ; ପ୍ର୦୮-ହି ୫/୧୫ ୯ ¶୧୩-୧୪)
ଲୂକ ୬:୩୮—ଅନ୍ୟକୁ ଦାନ କରିବା ଆମର ଏକ ଅଭ୍ୟାସ ହେବା ଉଚିତ୍ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଲୂକ ୬:୩୮—ଆମେ ଅନ୍ୟମାନଙ୍କୁ ଯେଉଁ ମାପରେ ମାପିବା, ଲୋକେ ମଧ୍ୟ ଆମକୁ ସେହି ମାପରେ ମାପିବେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଲୂକ ୬:୧୨, ୧୩—ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଯୀଶୁ ଆମ ପାଇଁ କିପରି ଏକ ଉତ୍ତମ ଉଦାହରଣ ରଖିଲେ? (ପ୍ର୦୭-ହି ୮/୧ ୬ ¶୨)
ଲୂକ ୭:୩୫—ଯଦି ଲୋକେ ଆମକୁ ନିନ୍ଦା କରନ୍ତି, ତେବେ ଯୀଶୁଙ୍କ ଏହି କଥା ଆମକୁ କିପରି ସାହାଯ୍ୟ କରିପାରିବ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଲୂକ ୭:୩୬-୫୦
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ୧୯୮ ¶୪-୫
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୧୮
ଯିହୋବାଙ୍କ ଉଦାରତାର ଅନୁକାରୀ ହୁଅନ୍ତୁ: (୧୫ ମି.) ଭିଡିଓ ଦେଖାନ୍ତୁ । ତାʼପରେ ଏହି ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଯିହୋବା ଓ ଯୀଶୁ କିପରି ଉଦାରତା ଦେଖାଇଛନ୍ତି?
ଯେତେବେଳେ ଆମେ ଉଦାର ହେଉ, ଯିହୋବା ଆମକୁ କେଉଁ କେଉଁ ଆଶିଷ ଦିଅନ୍ତି?
ଉଦାରତାର ସହିତ କ୍ଷମା କରିବାର ଅର୍ଥ କʼଣ?
ଆମେ କେଉଁ କେଉଁ କାମରେ ସମୟ ବିତାଇ ଉଦାରତା ଦେଖାଇପାରିବା?
ଆମେ ଅନ୍ୟମାନଙ୍କୁ ପ୍ରଶଂସା କରିବାରେ କିପରି ଉଦାରତା ଦେଖାଇପାରିବା?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୨ ¶୧-୩
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୨୬ ଏବଂ ପ୍ରାର୍ଥନା