इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲୂକ ୬-୭

ଉଦାରତାର ସହିତ ଦାନ କରନ୍ତୁ

ଉଦାରତାର ସହିତ ଦାନ କରନ୍ତୁ

୬:୩୮

ଜଣେ ଉଦାରମନା ବ୍ୟକ୍ତି ଅନ୍ୟମାନଙ୍କୁ ସାହାଯ୍ୟ ଓ ପ୍ରୋତ୍ସାହନ କରିବା ପାଇଁ ଖୁସିର ସହିତ ନିଜ ସମୟ, ଶକ୍ତି ଓ ସାଧନ ଦେଇ ଦିଅନ୍ତି ।

  • ଗ୍ରୀକ୍‌ କ୍ରିୟାର ଯେଉଁ ରୂପକୁ “ଦାନ କର” ବୋଲି ଅନୁବାଦ କରାଯାଇଛି, ତାହା ଲଗାତାର କରାଯାଉଥିବା ଦାନକୁ ସୂଚାଏ

  • ଯଦି ଆମେ ଲଗାତାର ଅନ୍ୟମାନଙ୍କୁ ଦାନ କରିବା, ତେବେ ଅନ୍ୟମାନେ ମଧ୍ୟ “ମାଣକୁ ପୁରା କରି ତାହାକୁ ଚାପି ହଲାଇ ଉଛୁଳାଇ” ଆମର ଅଣ୍ଟିରେ ଦେବେ । ଏକଥା ହୁଏତ ଯୀଶୁଙ୍କ ସମୟର ଏପରି ପ୍ରଥାକୁ ସୂଚାଏ, ଯେତେବେଳେ କିଛି ବିକାଳିମାନେ ଗ୍ରାହକମାନଙ୍କର ଅଣ୍ଟିରେ କୌଣସି ଜିନିଷ ଭରିଦେଉଥିଲେ