ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତ
ଏହି ଦୃଷ୍ଟାନ୍ତରୁ ଆମେ କʼଣ ଶିଖୁ?
-
ଆମ ପିତା ଯିହୋବାଙ୍କ ଅଧୀନରେ ଏବଂ ତାହାଙ୍କ ଲୋକମାନଙ୍କ ମଧ୍ୟରେ ସୁରକ୍ଷିତ ରହିବା ହିଁ ବୁଦ୍ଧିମତ୍ତାର କାମ
-
ଯଦି ଆମେ ଈଶ୍ୱରଙ୍କ ମାର୍ଗରୁ ଦୂରେଇ ଯାଉ, ତେବେ ଆମେ ନମ୍ର ଭାବେ ଫେରି ଆସିବା ଉଚିତ୍ ଏବଂ ଯିହୋବା ଆମକୁ କ୍ଷମା କରିବା ପାଇଁ ସର୍ବଦା ପ୍ରସ୍ତୁତ ବୋଲି ଦୃଢ଼ ଭରସା ରଖିବା ଉଚିତ୍
-
ଯେଉଁମାନେ ଅନୁତାପ କରନ୍ତି ଏବଂ ମଣ୍ଡଳୀକୁ ଫେରି ଆସନ୍ତି, ସେମାନଙ୍କୁ ଆମେ ଯିହୋବାଙ୍କ ଭଳି ହୃଦୟର ସହିତ ସ୍ୱାଗତ କରିବା ଉଚିତ୍