ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ପତିପତ୍ନୀଙ୍କ ପାଇଁ ବାଇବଲରେ କʼଣ ପରାମର୍ଶ ଦିଆଯାଇଛି?
ପଦ: କଲ ୩:୧୨
ଆର ଥରକୁ: ବାପାମାଆଙ୍କ ପାଇଁ ବାଇବଲରେ କʼଣ ପରାମର୍ଶ ଦିଆଯାଇଛି?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ବାପାମାଆଙ୍କ ପାଇଁ ବାଇବଲରେ କʼଣ ପରାମର୍ଶ ଦିଆଯାଇଛି?
ପଦ: କଲ ୩:୨୧
ଆର ଥରକୁ: ଯୁବକଯୁବତୀଙ୍କ ପାଇଁ ବାଇବଲରେ କʼଣ ପରାମର୍ଶ ଦିଆଯାଇଛି?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ଯୁବକଯୁବତୀଙ୍କ ପାଇଁ ବାଇବଲରେ କʼଣ ପରାମର୍ଶ ଦିଆଯାଇଛି?
ପଦ: ହିତୋ ୨:୧୧
ଆର ଥରକୁ: ବାଇବଲର ପରାମର୍ଶ କାହିଁକି ସବୁବେଳେ କାମରେ ଆସେ?