୨୦-୨୬ ଅଗଷ୍ଟ
ଲୂକ ୨୧-୨୨
ଗୀତ ୧୫୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ”: (୧୦ ମି.)
ଲୂକ ୨୧:୨୫—ମହାକ୍ଳେଶ ସମୟରେ ଭୟଙ୍କର ଘଟଣାସବୁ ଘଟିବ [ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ୨୨୬ ¶୯]
ଲୂକ ୨୧:୨୬—ଯିହୋବାଙ୍କ ଶତ୍ରୁମାନଙ୍କ ମଧ୍ୟରେ ଆତଙ୍କ ଖେଳିଯିବ
ଲୂକ ୨୧:୨୭, ୨୮—ଯୀଶୁଙ୍କର ଆଗମନର ଅର୍ଥ ହେବ, ବିଶ୍ୱସ୍ତ ଲୋକମାନଙ୍କର ମୁକ୍ତି (ପ୍ର୧୬.୦୧-ହି ୧୦-୧୧ ¶୧୭; ପ୍ର୧୫-ହି ୭/୧୫ ୧୭-୧୮ ¶୧୩)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଲୂକ ୨୧:୩୩—ଏ ପଦରେ ଯୀଶୁଙ୍କ ଏପରି କହିବାର ଅର୍ଥ କʼଣ ହୋଇପାରେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଲୂକ ୨୨:୨୮-୩୦—ଯୀଶୁ କେଉଁ ନିୟମ କରିଥିଲେ, ଏହା କେଉଁମାନଙ୍କ ସହିତ କରିଥିଲେ ଏବଂ ଏହାଦ୍ୱାରା କʼଣ ସମ୍ଭବ ହେଲା? (ପ୍ର୧୪-ହି ୧୦/୧୫ ୧୬-୧୭ ¶୧୫-୧୬)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଲୂକ ୨୨:୩୫-୫୩
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଆପଣଙ୍କ ଅଞ୍ଚଳରେ ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଘରମାଲିକ ଆପଣଙ୍କୁ କହନ୍ତି ଯେ ସେ ବ୍ୟସ୍ତ ଅଛନ୍ତି ।
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୨୬
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୫ ¶୫-୭
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୩୨ ଏବଂ ପ୍ରାର୍ଥନା