୨୨-୨୮ ଜାନୁୟାରୀ
ଲୂକ ୨୩-୨୪
ଗୀତ ୩୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“କ୍ଷମା କରିବାକୁ ପ୍ରସ୍ତୁତ ରହନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଲୂକ ୨୩:୩୧—ଏହି ପଦରେ ଯୀଶୁ ହୁଏତ କେଉଁ ବିଷୟରେ କହୁଥିଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଲୂକ ୨୩:୩୩—ପ୍ରାଚୀନ ଧ୍ୱଂସାବଶେଷର ଗବେଷଣାରୁ କିପରି ପ୍ରମାଣ ମିଳିଛି ଯେ ଜଣେ ଅପରାଧୀକୁ କାଠଖୁଣ୍ଟରେ ମୃତ୍ୟୁଦଣ୍ଡ ଦେବା ସମୟରେ ହୁଏତ କଣ୍ଟାର ବ୍ୟବହାର କରାଯାଉଥିଲା? (ଅଧ୍ୟୟନ ବାଇବଲ—ଚିତ୍ର)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଲୂକ ୨୩:୧-୧୬
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଘରମାଲିକଙ୍କ ଆବଶ୍ୟକତା ଅନୁଯାୟୀ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ ।
ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) କୌଣସି ପଦ ବାଛନ୍ତୁ ଏବଂ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଖୁସିର ଖବର ପାଠ ୪ ¶୩-୪
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଯୀଶୁ ଆପଣଙ୍କ ଭାଇ ପାଇଁ ମଧ୍ୟ ନିଜ ଜୀବନ ଦେଲେ”: (୧୫ ମି.) ଆଲୋଚନା । ପ୍ରକୃତ ସୁନ୍ଦରତା ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ଉପକ୍ରମ ଏବଂ ପାଠ ୧
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୩୭ ଏବଂ ପ୍ରାର୍ଥନା