ପ୍ରଚାର କରିବାର ନମୁନା
●○○ ପ୍ରଥମ ସାକ୍ଷାତ
ପ୍ରଶ୍ନ: ଯିଏ ଈଶ୍ୱରଙ୍କୁ ପ୍ରକୃତରେ ଜାଣିବାକୁ ଚାହେଁ, ତାʼ ବିଷୟରେ ସେ କʼଣ ଭାବନ୍ତି?
ପଦ: ୧ପିତ ୫:୬, ୭
ଆର ଥରକୁ: ଈଶ୍ୱର ଆମ ପ୍ରତ୍ୟେକଙ୍କୁ କେତେ ଧ୍ୟାନ ଦିଅନ୍ତି?
○●○ ପ୍ରଥମ ପୁନଃସାକ୍ଷାତ
ପ୍ରଶ୍ନ: ଈଶ୍ୱର ଆମ ପ୍ରତ୍ୟେକଙ୍କୁ କେତେ ଧ୍ୟାନ ଦିଅନ୍ତି?
ପଦ: ମାଥି ୧୦:୨୯-୩୧
ଆର ଥରକୁ: ଈଶ୍ୱର ଆମକୁ ବୁଝନ୍ତି ବୋଲି ଆମେ କିପରି ଜାଣୁ?
○○● ଦ୍ୱିତୀୟ ପୁନଃସାକ୍ଷାତ
ପ୍ରଶ୍ନ: ଈଶ୍ୱର ଆମକୁ ବୁଝନ୍ତି ବୋଲି ଆମେ କିପରି ଜାଣୁ?
ପଦ: ଗୀତ ୧୩୯:୧, ୨, ୪
ଆର ଥରକୁ: ଈଶ୍ୱର ଆମର ଯତ୍ନ ନେଉଥିବାରୁ ଆମର କʼଣ ଲାଭ ହୁଏ?