୧୦-୧୬ ସେପ୍ଟେମ୍ୱର
ଯୋହନ ୩-୪
ଗୀତ ୧୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯୀଶୁ ଏକ ଶମିରୋଣୀୟା ସ୍ତ୍ରୀକୁ ସାକ୍ଷ୍ୟ ଦେଲେ”: (୧୦ ମି.)
ଯୋହ ୪:୬, ୭—ଯଦିଓ ଯୀଶୁ ଥକି ଯାଇଥିଲେ, ତଥାପି ସେ ଏକ ଶମିରୋଣୀୟା ସ୍ତ୍ରୀ ସହ କଥାବାର୍ତ୍ତା ଆରମ୍ଭ କଲେ (ଅଧ୍ୟୟନ ବାଇବଲ—ଯୋହ ୪:୬ ଅଧ୍ୟୟନ ତଥ୍ୟ)
ଯୋହ ୪:୨୧-୨୪—ଯୀଶୁ ସୁଯୋଗ ଦେଖି କଥା ହୋଇଥିବା ଯୋଗୁଁ ସେ ଭଲ ଭାବେ ସାକ୍ଷ୍ୟ ଦେଇପାରିଲେ
ଯୋହ ୪:୩୯-୪୧—ପରିଣାମସ୍ୱରୂପ ଅନେକ ଶମିରୋଣୀୟମାନେ ତାହାଙ୍କ ଉପରେ ବିଶ୍ୱାସ କଲେ
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଯୋହ ୩:୨୯—ଏହି ପଦରୁ ଆମେ କʼଣ ଶିଖୁ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଯୋହ ୪:୧୦—ଯେତେବେଳେ ଯୀଶୁ “ଜୀବନ୍ତ ଜଳ” ବୋଲି କହିଲେ, ଶମିରୋଣୀୟା ସ୍ତ୍ରୀଟି ହୁଏତ କʼଣ ବୁଝିଥିବ? କିନ୍ତୁ ଯୀଶୁ କʼଣ କହିବାକୁ ଚାହୁଁଥିଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଯୋହ ୪:୧-୧୫
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।
ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍) ପ୍ରସ୧୬.୨-ଇଂ ୯ ¶୧-୪—ବିଷୟବସ୍ତୁ: ଯୋହନ ୪:୨୩ ପଦର ଅର୍ଥ ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୪୭
“ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ସାକ୍ଷ୍ୟ ଦେବା ପାଇଁ କଥାବାର୍ତ୍ତା ଆରମ୍ଭ କରିବାରେ”: (୧୫ ମି.) ଆଲୋଚନା । ଏହାର ଶେଷରେ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ ଯେ ସେମାନେ ଯେପରି ଚଳିତ ସଯ୍ତାହରେ ଅତି କମ୍ରେ ଜଣକ ସହିତ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ସଯ୍ତାହ ମଝିରେ ହେଉଥିବା ପରବର୍ତ୍ତୀ ସଭାରେ ପ୍ରଚାରକମାନେ ନିଜ ଅନୁଭୂତି କହିପାରିବେ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୩
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୨୬ ଏବଂ ପ୍ରାର୍ଥନା