୩-୯ ସେପ୍ଟେମ୍ୱର
ଯୋହନ ୧-୨
ଗୀତ ୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯୀଶୁ ନିଜ ପ୍ରଥମ ଆଶ୍ଚର୍ଯ୍ୟକର୍ମ କଲେ”: (୧୦ ମି.)
[ଯୋହନ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।]
ଯୋହ ୨:୧-୩—ଗୋଟିଏ ବିବାହ ଭୋଜିରେ ଏକ ଲଜ୍ଜାଜନକ ପରିସ୍ଥିତି ଦେଖାଦେଇଥିଲା (ପ୍ର୧୫-ହି ୬/୧୫ ୪ ¶୩)
ଯୋହ ୨:୪-୧୧—ଯୀଶୁଙ୍କର ଆଶ୍ଚର୍ଯ୍ୟକର୍ମ ଦେଖି ତାହାଙ୍କ ଶିଷ୍ୟମାନଙ୍କର ବିଶ୍ୱାସ ମଜବୁତ୍ ହେଲା [ଯୀଶୁ ହିଁ ପଥ (ଇଂରାଜୀ) ୪୧ ¶୬]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଯୋହ ୧:୧—କେଉଁ କାରଣଗୁଡ଼ିକରୁ ଆମେ କହିପାରିବା ଯେ ଯୋହନ ଯେତେବେଳେ “ବାକ୍ୟ” କହିଲେ, ତାହା ସର୍ବଶକ୍ତିମାନ ଈଶ୍ୱରଙ୍କ ସହିତ ସମାନ ନ ଥିଲା? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଯୋହ ୧:୨୯—ବାଯ୍ତିଜକ ଯୋହନ ଯୀଶୁଙ୍କୁ “ଈଶ୍ୱରଙ୍କ ମେଷଶାବକ” ବୋଲି କାହିଁକି କହିଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଯୋହ ୧:୧-୧୮
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ୫୦, ସତ୍ୟ-୨
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଗୀତ ୨୩
ମଣ୍ଡଳୀର ଆବଶ୍ୟକତା: (୮ ମି.)
ସଂଗଠନକୁ ମିଳିଥିବା ସଫଳତା: (୭ ମି.) ସେପ୍ଟେମ୍ବର ମାସର ସଂଗଠନକୁ ମିଳିଥିବା ସଫଳତା (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୨
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୧୯ ଏବଂ ପ୍ରାର୍ଥନା